ଖୁଆଡ଼ ଗ୍ରାମ ପଞ୍ଚାୟତ ମଞ୍ଚପୁର ଗ୍ରାମର ଜଣେ ମହିଳା କୌଣସି କାରଣରୁ ଶ୍ୟାମନଗର ଚନ୍ଦ୍ରପୁର ଗ୍ରାମରେ ଏକ ବିଲରେ ଥିବା ନିମ୍ବ ଗଛରେ ବେକରେ ନିଜ ଶାଢ଼ୀ ଦେଇ ଆତ୍ମହତ୍ୟା କରିଛନ୍ତି।