ବାଲେଶ୍ଵର ଫକୀମୋହନ କଲେଜ ର ଛାତ୍ରୀ ସର୍ଗତ ସୌମ୍ୟଶ୍ରୀ ଘର ରୁ ଯାଇ ପରିବାରକୁ ଭେଟିଲେ ପିସିସି ସଭାପତି ଭ କ୍ତ ଚରଣ ଦାସ ତାଙ୍କ ସହିତ ଦଳର ବରିଷ୍ଠ ନେତୃବୃନ୍ଦ ମଧ୍ୟ ଯାଇ ସ୍ବର୍ଗତ ସୌମ୍ୟାଶ୍ରୀ ବିଶିଙ୍କ ପରିବାରକୁ ଭେଟିବା ସହିତ ଦୁଃଖରେ ମ୍ରିୟମାଣ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଲି ।
ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆଜି ଝିଅ ଟି ଆମ ଗହଣରେ ଆଉ ନାହିଁ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଜବାବ୍ ଦେବାକୁ ପଡ଼ିବ ।
ଝିଅ ଟିକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ସଂଘର୍ଷ ଓ ସଂଗ୍ରାମ ଜାରି ରଖିବ ।
