ବିଂଝାରପୁର ବିଜେପି ଏବେ ପର କ୍ରିୟା ପ୍ରୀତିରେ
ଯାଜପୁର /ବିଞ୍ଝାରପୁର:ତା ୧୨/୦୭ରିଖ ଏଠାରେ ଶାସକ ଦଳର ନେତା ବିଞ୍ଝାରପୁର ଦାଇତ୍ୱ ରେ ଶ୍ରୀମତୀ ବବିତା ମଲ୍ଲିକ ଓ ନିରଞ୍ଜନ ବେହୁରିଆ ଥିବା ବେଳେ ଏଠାରେ ନେତାଙ୍କର ପ୍ରଭାବ କିଛି ପଡୁନାହିଁ ବିଞ୍ଝାରପୁର ର ଶାସକ ଦଳ ନେତାମାନେ ଶାସକ ଦଳର ନେତା ମାନଙ୍କୁ ଅବହେଳିତ କରି ପଛରେ ପକାଇ ପୂର୍ବତନ ସରକାର ଙ୍କର ନେତା ଯେଉଁ ମାନେ ଲକ୍ଷ୍ୟ ଲକ୍ଷ୍ୟ ଲୁଟି ବିଜେଡି ସରକାର ଙ୍କୁ ବଦନାମ କରି ବସିଛନ୍ତି ସେହି ମାନଙ୍କୁ ଏବେ ଖୋଜି ଦଳରେ ସାମିଲ କରାଯାଉଛି |ଏହା କେଉଁ ପ୍ରକାର ଶାସନ |ବିଞ୍ଝାରପୁର ବିଜେପି ରେ ରାତିଦିନ ଏକ କରି ଲଢ଼ିଥିବା ଲଢୁଆ ନେତା କୁଆଡେ ଗଲେ |ଏବେ ଉପସ୍ତିତ ବିଧାୟକ ଙ୍କ ସହିତ ବିଞ୍ଝାରପୁର ବିଜେପି ର ପ୍ରୀତି ଥିବାର ଜନସାଧାରଣ ଙ୍କ ଠାରୁ ଶୁଣିବାକୁ ମିଳୁଛି |ଆବାସ ଯୋଜନା ତାଲିକା ଏବଂ ପାଇଖାନା ତାଲିଖା ରେ ବିଜେପି କୁ ସମର୍ଥନ କରୁଥିବା ବ୍ୟକ୍ତି ଙ୍କର ନାମ ସମ୍ପୂର୍ଣ ଭାବେ ହଟା ଯାଇଛି |ବିଞ୍ଝାରପୁର ବିଡ଼ିଓ ହିତାଂଶୁ ଶେଖର ସାମଲ ଆଖି ବୁଝି ବସିଥିବା ବେଳେ ଜନ ସାଧାରଣ ହତାଶ | ବିଂଝାରପୁର ଠାରେ ଶାସକ ଦଳ ନେତାଙ୍କ ଏତେ ମନମାନି ପଣ କଣପାଇଁ |ଲୋକ ମାନଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି |ବିଜେପି କୁ ସମର୍ଥନ କରୁଥିବା ଲୋକେ ଏବେ ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ଥିବାରୁ ଲୋକଙ୍କ ଚିନ୍ତାର କାରଣ ପାଲଟିଛି
