*ସୁନାବେଡ଼ା ଅଭୟାରଣ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ ତମ ଜନ୍ମଦିନ ପାଳିତ: ମା’ ସୁନାଦେଇଙ୍କ ପୀଠରେ ଦୀପଦାନ ଓ ସେବା ସଂକଳ୍ପ ସମର୍ପଣ କାର୍ଯ୍ୟକ୍ରମ*
ନୂଆପଡା(ମିଖାଏଲ ନନ୍ଦ) ତା:୧୭.୦୯.
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ମାଁ ସୁନାଦେଇ ଙ୍କ ଠାରେ ସେବା ସଂକଳ୍ପ ସମର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଭାରତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୬ ତମ ଜନ୍ମ ଦିବସ ପାଳିତ, ଦୀପଦାନ ଉତ୍ସବ ଦୀର୍ଘାୟୁ କାମନାନ କରିଛନ୍ତି। ଅଭୟାରଣ୍ୟ ରେ ବସବାସ କରୁଥିବା ଆଦିମ ଜନଜାତି ଚାକୋଟିଆ ଭୁଞ୍ଜିଆ ଜନଜାତି ସାମିଲ ହୋଇ ଦୀପ ଦାନ କରି ଦୀର୍ଘାୟୁ କାମନା କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ପ୍ରସନ୍ନ ପାଢ଼ୀ, ମନିଜର ଆର୍ଯ୍ୟ, ଡମ୍ବରୁଧର ମହାନନ୍ଦ, ବହୁ ଆଦିବାସୀ ନେତା ସାମିଲ ହୋଇଥିଲେ।
