*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ କାର୍ଯ୍ୟାଳୟ ପରିସର ମଧ୍ୟରେ ସଛତା ହି ସେବା, ଭାରତ ପ୍ରଧାନମନ୍ତ୍ରୀଙ୍କ ୭୬ ତମ ଜନ୍ମ ଦିବସ ଉପଲକ୍ଷେ ଦୀପ ଦାନ ଉତ୍ସବ ପାଳିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୭. ୦୯.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ କାର୍ଯ୍ୟାଳୟ ପରିସର ମଧ୍ୟରେ ସଛତା ହି ସେବା, ଭାରତ ପ୍ରଧାନମନ୍ତ୍ରୀଙ୍କ ୭୬ ତମ ଜନ୍ମ ଦିବସ ଉପଲକ୍ଷେ ଦୀପ ଦାନ ଉତ୍ସବ ପାଳିତ ହୋଇଯାଇଛି। ଖଡ଼ିଆଳ ଏନ୍ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଯୋଗ ଦେଇ ମୋଦି ଶାସନର ୨୫ ବର୍ଷ ଭାରତର ସ୍ୱର୍ଣ୍ଣିମ ଅଧ୍ୟାୟ ରୂପେ ନେବା ସହ ରାଷ୍ଟ୍ର ନିର୍ମାଣ ଉଲ୍ଲେଖନୀୟ ଅବଦାନ ବୋଲି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ବାହୀ ଅଧିକାରୀ ସାଧିନ କେତନ ମହାରଣା, ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କର, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମାନେ ସାମିଲ ହୋଇ ଦୀର୍ଘାୟୁ କାମନା କରିଥିଲେ।
