*ଏକ ପଟିଆ ବଣୁଆ ହାତୀ ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ଅତିକ୍ରମ କରି ବଲାଙ୍ଗୀର ଜିଲ୍ଲା ଲାଠୋର୍ ରେଞ୍ଜ ଗୁଇନ୍ଦାମାଲ ଅଞ୍ଚଲରେ ବୁଲୁଥିବା ସୂଚନା*।
ନୂଆପଡା(ମିଖାଏଲ ନନ୍ଦ) ତା:୦୫.୦୯.
ଏକ ପଟିଆ ବଣୁଆ ହାତୀ ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ଅତିକ୍ରମ କରି ବଲାଙ୍ଗୀର ଜିଲ୍ଲା ଲାଠୋର୍ ରେଞ୍ଜ ଗୁଇନ୍ଦାମାଲ ଅଞ୍ଚଲରେ ବୁଲୁଥିବା ସୂଚନା ମିଳିଅଛି। ବଣୁଆ ହାତୀ ଉପଦ୍ରବା ଓ ଆତଙ୍କ ମଚାଇଥିବା ବେଳେ ବର୍ତ୍ତମାନ ବାନ କର୍ମଚାରୀ ସଫଳତା ସହ ତାକୁ ଲାଠୋର୍ ରେଞ୍ଚ ଯାଇଥିବା ବନୀ ପ୍ରାଣୀ ୱାର୍ଡେନ ମାୟାଧର ସରାଫ ପ୍ରକାଶ କରିଛନ୍ତି।
