*ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ୧୦ ମହିଳା SHG*
ନୂଆପଡା(ମିଖାଏଲ ନନ୍ଦ)
ତା:୨୧.୦୯. ନୂଆପଡ଼ା ଜିଲ୍ଲାରେ ଜିଲ୍ଲା ରେ ୧୦ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ ରେ ନିୟୋଜିତ ହୋଇ ମଣ୍ଡିରୁ ଧାନ ସଂଗ୍ରହ କରୁଥିବା ବେଳେ ତାଙ୍କ ପ୍ରାପ୍ୟ ପ୍ରଦାନ ଦାବୀ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହି ଘେରାଉ ବେଳେ ବେଳେ ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ ଏବଂ ଆଦିବାସୀ ନେତା ଭାନୁ ପ୍ରତାପ ସିଂ ମାଝୀ ପ୍ରମୁଖ ଯୋଗ ଦେଇ ନାରୀ ମାନେ ଶାନ୍ତି ଓ ଶୃଙ୍ଖଳା ସହ ଧାନ ସଂଗ୍ରହ କରୁଥିଲେ। ନୂଆପଡ଼ା ଜିଲ୍ଲାରେ ଧାନ ସଂଗ୍ରହ ସୁଯୋଗ ଦେବାକୁ ଆହ୍ୱାନ କରିଥିଲେ। ଓଡ଼ିଶାର ଅନ୍ୟ ଜିଲ୍ଲା ରେ ଧାନ ମଣ୍ଡି ଦାୟିତ୍ୱ କୁ ମହିଳା ଗୋଷ୍ଠୀ ସମ୍ପାଦନ କରୁଥିବା ବେଳେ କେବଳ ନୂଆପଡ଼ା ଜିଲ୍ଲାରେ ଏହି କାର୍ଯ୍ୟ ରୁ ବିଦା କରିଛନ୍ତି। ମହିଳା ଗୋଷ୍ଠୀ ବ୍ୟାଙ୍କରୁ ଆଣିଥିବା ଋଣ ମଧ୍ୟ ପରିଶୋଧ କରିବା ରେ ସମସ୍ୟା ସମ୍ମୁଖୀନ ହେଉଛନ୍ତି। ଏକ ଦାବି ପତ୍ର ପ୍ରଦାନ ବେଳେ ତାଙ୍କୁ ପ୍ରାପ୍ୟ ବକେୟା କୁ ଶୀଘ୍ର ପ୍ରଦାନ କରିବା ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ପରେ ଆନ୍ଦୋଲନ ରୁ ପ୍ରତ୍ୟାହୃତ କରିଛନ୍ତି। ମାଁ ପଖାନ ତଳେନ,ମାଁ ବୈଷ୍ଣଦେବୀ, ଗଙ୍ଗାଧର ଭଳି ୧୦ ମହିଳା ସ୍ୱୟଂ ଗୋଷ୍ଠୀ
