*ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଖେଳ ପଡ଼ିଆ ଠାରେ ୧୭ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମି ଫାଇନାଲ ମ୍ୟାଚରେ ବୋଡ଼େନ ଓ କୋମନା ମଧ୍ୟରେ ଖେଳ ଅନୁଷ୍ଠିତ ପେନାଲ୍ଟୀ ସୁଟ୍ ଆଉଟ ରେ ବୋଡ଼େନ ଦଳ ୪-୨ ଗୋଲ ରେ ବିଜୟୀ*
ନୂଆପଡା(ମିଖାଏଲ ନନ୍ଦ)
ତା-୧୩.୦୮.
ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଖେଳ ପଡ଼ିଆ ଠାରେ ୧୭ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମି ଫାଇନାଲ ମ୍ୟାଚରେ ବୋଡ଼େନ ଓ କୋମନା ମଧ୍ୟରେ ଖେଳ ଅନୁଷ୍ଠିତ ପେନାଲ୍ଟୀ ସୁଟ୍ ଆଉଟ ରେ ବୋଡ଼େନ ଦଳ ୪-୨ ଗୋଲ ରେ ବିଜୟୀ ହୋଇ ଫାଇନାଲ କି ପ୍ରବେଶ୍ କରିଛନ୍ତି। ଏହି ଦିବସ ରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ କମଲ ଚରଣ ତାଣ୍ଡି , ସମ୍ମାନୀତ ଅତିଥି ପ୍ରବୀଣ ପଟ୍ଟନାୟକ, ଶାହ ରୁଖ ଖାନ୍, ବୁଦ୍ଧଦେବ ବେହେରା ଉପସ୍ଥିତ ରହି ଉଭୟ ଦଳର ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ପେନାଲ୍ଟୀ ସୁଟ୍ ଆଉଟ ରେ ବୋଡ଼େନ ଦଳ ୪-୨ ଗୋଲ ରେ କୋମନା କୁ ପରାଜିତ କରିଥିଲା।
