*୧୭ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୬-୨୭ ତୃତୀୟ ଦିବସ,ବଲାଙ୍ଗୀର ଜିଲ୍ଲାର ଜାମଖୁଣ୍ଟା ଏବଂ ମଣ୍ଡଲ ମଧ୍ୟରେ ଖେଳା ଯାଇଥିଲା*
ନୂଆପଡା(ମିଖାଏଲ ନନ୍ଦ)
ତା-୧୦/୦୮
ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଖେଳ ପଡ଼ିଆ ଠାରେ ୧୭ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ତୃତୀୟ ମ୍ୟାଚ୍ ବଲାଙ୍ଗୀର ଜିଲ୍ଲାର ଜାମଖୁଣ୍ଟା ଏବଂ ମଣ୍ଡଲ ମଧ୍ୟରେ ଖେଳା ଯାଇଥିଲା।।ଉକ୍ତ ମ୍ୟାଚ୍ ର ନିର୍ଦ୍ଧାରିତ ସମୟରେ ଜାମଖୁଣ୍ଟା ଦଳ ୨-୦ ଗୋଲରେ ମଣ୍ଡଲ ଦଳ କୁ ପରାସ୍ତ କରିଥିଲା। ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଦ୍ୱିତୀୟ ସେମି ଫାଇନାଲରେ ଉନ୍ନୀତ ହୋଇଛନ୍ତି। ମୁଖ୍ୟ ଅତିଥି ଭାବରେ ଘରୋଇ ବସ ମାଲିକ ସଂଘ,ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ତାଣ୍ଡି , ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ବିଶ୍ୱଜିତ୍ ପାଢ଼ୀ, ଟେଣ୍ଟ ଏବଂ ଲାଇଟ୍ ସଂଗଠନ, ସଭାପତି ଜ୍ୟୋତି ଲାଲ ବଞ୍ଜାର,ଉପ ସଭାପତି ଜୟସିଂହ କେତକୀ ଏବଂ ରାଜୀବ ବର୍ମା ଉପସ୍ଥିତ ରହି ଉଭୟ ଦଳର ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ହୋଇଛନ୍ତି ।ଉକ୍ତ ମ୍ୟାଚ୍ ରେ ମ୍ୟାଚ୍ ରେଫରୀ ନିଲୁ ଭୋଇ, ସୌରଭ ପଣ୍ଡା, ଅନନ୍ତ ବେମାଲ, ବିହାରୀ ଲାଲ ବସ୍ରା, ବେଦାନ୍ତ ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ପ୍ରକାଶ ପାତ୍ର, ଧନଞ୍ଜୟ ମଲ୍ଲିକ, ନନ୍ଦୁ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ। ସେହିଭଳି ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଅଙ୍କିତ ସିଂ ଦେଓ, ସମ୍ପାଦକ ଶ୍ରୀ ଜିତେନ୍ଦ୍ର ନାୟକ,
