ଟାଟା ଷ୍ଟିଲ ସପୋର୍ଟ ସର୍ଭି ସେସ ଲିମିଟେଡର କର୍ମ ଚା ରୀ ବିଷ୍ଟୁଦେବ ନାଏକ(୫୦)ଙ୍କ ଅକାଳ ବିୟୋଗ
ଟାଟା ଷ୍ଟିଲ ମେରଣ୍ଡଲିର ଆଉଟ୍ ବାଉଣ୍ଡ ଲଜିଷ୍ଟିକ୍ସ ବିଭାଗରେ କା୍ଯ୍ୟରତ ଟାଟା ଷ୍ଟିଲ ସ୍ପୋର୍ଟ ସର୍ଭୀ ସେସ ଲିମିଟେଡ଼ର କର୍ମଚାରୀ ଶ୍ରୀ ବିଷ୍ଟୁ ଦେବ ନାଏକ(ମୁନା ଭାଇ) ଙ୍କ ଅକାଳ ବିୟୋଗ ରେ ଆମେ ଗଭୀର ମର୍ମହତ
ଗତ ଜୁଲାଇ ୨୯ ତାରିଖ ଦିନ ୧୨ଘଣ୍ଟିକା ସମୟରେ ଶ୍ରୀ ମୁନା ନାଏକ କାର୍ଯ୍ୟ କ୍ଷେତ୍ରରେ ଥିବା ବେଳେ ତାଙ୍କ ର ଡାହାଣ ହାତ ଓ ଗୋଡ଼ ରେ ଗଭୀର ଯନ୍ତ୍ରଣା ହେବା ସହ ସେ ଆସୁସ୍ତା ହୋଇ ପଡିଥିଲେ । ସହ କର୍ମୀଙ୍କ ଦ୍ଵାରା ତାଙ୍କୁ ତୁରନ୍ତ ଟାଟା ମେନ୍ ହସ୍ପିଟାଲ୍ ଟିଏମଏଚ
ମେରମଣ୍ତଳିରେ ଭର୍ତ୍ତି କରା ଯାଇଥିଲା ସେଠାରେ ପ୍ରାଥମିକ ଡାକ୍ତରୀ ପରୀକ୍ଷା ନିରୀକ୍ଷା ପରେ ତାଙ୍କର ବ୍ରେନ ହମରେଜ୍ ହୋଇଥିବା ଜଣା ପଡ଼ିଥିଲା ଟିଏମଏଚ ରେ ପ୍ରାଥମିକ ଚକିତ୍ସା ପରେ ତାଙ୍କୁ ସ୍ଵତନ୍ତ୍ର ସ୍ନାୟୁ ରୋଗ ଚିକିତ୍ସା ପାଇଁ କଟକ ସ୍ଥିତ ଅଶ୍ଵିନୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା
। ଡାକ୍ତରୀ ଦଳର ସମସ୍ତ ପ୍ରକାର ଚେଷ୍ଟା ଓ ସର୍ବୋତ୍ତମ ଚିକିତ୍ସା ସେବା ସତେୟ । ଆଜି ସକାଳ ସମୟ ୬ଘଣ୍ଟା ୨୦ମିନିଟରେ ଶ୍ରୀ ମୁନା
ନାଏକଙ୍କର ଅକାଳ ବିୟୋଗ। ହୋଇଛି । ମୁନା ନାଏକ ବଅଁରପାଳ ବ୍ଲକ ଅଧିନ ତାଳ ବାହାଳି ଗ୍ରାମର ବାସିନ୍ଦା । ଟାଟା ଷ୍ଟିଲ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି । ଏହି କଠିନ ସମୟରେ ଆମେ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛୁ ।
ଏବଂ କମ୍ପାନୀର ନୀତିନିୟମ ଅନୁସାରେ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ।
ଆମେ ସ୍ପଷ୍ଟ କରିବାକୁ ଚାହୁଚୁ ।। ତାଳଚେର ରୁ କୃତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
