*ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ସମୀକ୍ଷା ବୈଠକ, ଜେକ କୁସମ୍ ଙ୍କୁ ଭବ୍ୟ ସ୍ବାଗତ,ଜିଲ୍ଲା ,ବ୍ଲକ ଓ ସହର କମିଟି ସମୀକ୍ଷା ବୈଠକ* ନୂଆପଡା(ମିଖାଏଲ ନନ୍ଦ)
ତା:୦୩.୦୬.
ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଖୁଣ୍ଟିଆ ଭବନ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ସମୀକ୍ଷା ବୈଠକ ରେ ଅଖିଳ ଭାରତୀୟ ସାଧାରଣ ସମ୍ପାଦକ ଜେକ କୁସମ୍ ଙ୍କୁ ଭବ୍ୟ ସ୍ବାଗତ କରିବା ସହ ସମୀକ୍ଷା ବୈଠକ ରେ ଗୁରିତ ଦେଇଥିଲେ। ଏହି ବୈଠକ ରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତ୍ତନ ବିଧାୟକ ସାଧୁ ନାଏକ, ନୂଆପଡ଼ା ଦାୟିତ୍ୱ ବିଜୟାନନ୍ଦ ଚାଉଳିଆ, ଭୀଷ୍ମ ସୁନାନୀ, ପୂର୍ବତ୍ତନ ପିସିସି ସଦସ୍ୟ ଫକୀର ମୋହନ ଜଗତ, ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡି, ପ୍ରମୁଖ ଯୋଗ ଦେଇଥିଲେ। ଯୁବ ନେତା ରବି ମଙ୍ଗରାଜ ମଞ୍ଚ ପରିଚାଳନା କରିଥିଲେ।ଅଖିଳ ଭାରତୀୟ ସାଧାରଣ ସମ୍ପାଦକ ଜେକ କୁସମ୍ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତ କଂଗ୍ରେସ ର କବାଜା ରେ ରହିଥିବା ବେଳେ ଭାରତ ବର୍ଷ ରେ ରାହୁଲ ଙ୍କୁ ପ୍ରଧାନମନ୍ତ୍ରୀ ବନାଇବା ଏକ ସଂକଳ୍ପ ବୋଲି ପ୍ରକାଶ କରିଥିଲେ। ଏସ ଆଇ ଆର୍ ରେ ସମସ୍ତ କର୍ମକର୍ତ୍ତା ମାନେ ଯୋଗ ଦେଇ ନିଜ ସମର୍ଥକ ଙ୍କ ନାମ କାଟିବା ରୁ ବନ୍ଦ କରିବାକୁ ଆହ୍ୱାନ କରିଥିଲେ। ,ଜିଲ୍ଲା ,ବ୍ଲକ ଓ ସହର କମିଟି ସମୀକ୍ଷା ବୈଠକ କରିଛନ୍ତି।
