*ବୁଲେଟ ସାଇକଲ ମୁହାଁ ମୁହିଁ ଧକ୍କା* *ସାଇକେଲ ଚାଳକ ଙ୍କ ମୃତ୍ୟୁ**
ଔପଦା/ ସୋର:: ବାଲେଶ୍ୱର ଜିଲ୍ଲା ଔପଦା ଥାନା କମାରପାଳ ଗ୍ରାମ ମଞ୍ଜୁଲତା ଜେନା ବଜାରରୁ ଘରେ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଉପରସାହି ରୁ ଆସୁଥିବା ବାବୁଲା ସିଂ, ସୁବ୍ରତ ସିଂ ସାଇକେଲ ଚାଳକ ଙ୍କୁ ଧକ୍କା ଦେଇ ଥିଲେ ଘଟଣା ସ୍ଥଳରେ ସାଇକେଲ ଚାଳକ ଗୁରୁତ୍ୱର ଅବସ୍ଥା ରେ ସୋର ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଔପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ସାଇକେଲ ଜବତ କରି ଥାନାକୁ ନେବା ସହ ଅଧିକ ତଦନ୍ତ ଜାରୀ ରଖିଛନ୍ତି।
