
l
କୋରାପୁଟ …ଜିଲ୍ଲା ପ୍ରଶାସନ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କର ତିରୋଦ୍ଧାନ ଦିବସ ପାଳିତ ହୋଇଯାଇଛି ପ୍ରଶାସନ ତରଫରୁ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ କୋରାପୁଟ ବିଧାୟକ ରଘୁରାମ ମାଛ ଜିଲ୍ଲା ପରିଷଦ ଅଧ୍ୟକ୍ଷାସସ୍ମିତା ମେଲକା କୋରାପୁଟଜିଲ୍ଲା ପାଳ ସମେତ ନିମ ନ୍ତ୍ରିତ ଅତିଥି ଗଣମାଧ୍ୟ୍ୟମ ପ୍ରତିନିଧି ସ୍ୱେଚ୍ଛାସେବୀ ସାମିଲ ହୋଇ ଗାନ୍ଧୀ ଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ଗୁଣଗlନ କରିଥିଲେ ଓ ପରେ ଜିଲ୍ଲା ପାଳ ଙ୍କ ଅଫିସ ରେ ନିରବ ପ୍ରାର୍ଥନା କରାଯାଇଥିଲା l ସେହିପରି ଜିଲ୍ଲା ର ସ୍ବlସ୍ଥ୍ୟ ସମିତି ଏବଂ ଲେପ୍ରl ଇଣ୍ଡିଆ ତରଫରୁ ବିଭିନ୍ନ ବିଦ୍ୟାଳୟ ର ପିଲା ଙ୍କୁ ନେଇ ଏକ ସଚେତନl ରାଲି ସହର ପରିକ୍ରମା କରାଯାଇଥିଲା l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍ ନିୟୁଜ୍