
ଭୁଆଁ ବୁଲେଇବାରେ ଲାଗିଛନ୍ତି ବିଞ୍ଝାରପୁର ଶିକ୍ଷା ଅଧିକାରୀ,
ବିଞ୍ଝାରପୁର /୦୮/୦୪/(ଭଞ୍ଜଦୂତ:ବୀଜୟ କୁମାର ବାରିକ :ନିପ୍ର )
ଚତୁର ଚତୁରୀ ଙ୍କ ଚତୁରାମି।
ଭୁଆଁ ବୁଲେଇବାରେ ଲାଗିଛନ୍ତି ବିଞ୍ଝାରପୁର ଶିକ୍ଷା ଅଧିକାରୀ,
ସାଧାରଣତ ତଥ୍ୟ ଓ ନିୟମ କୁ କୁହୁଡି ପରି ଉଡେଇଦେଲେ.।
ଭଲ ଭାବରେ ଦେଖନ୍ତୁ ମାଗିଥିବା ଆର୍ଟିଆଇ ତଥ୍ୟ ଓ ବିଂଝାରପୁର ଦେଇଥିବା ଶିକ୍ଷା ଅଧିକାରୀ ଙ୍କ ତଥ୍ୟ, କୌଣସି ଠିକ ଠାକ ନଥିବାର ଦେଖିବାକୁ ବାକୁ ମିଳୁଛି,
ଘଟଣା ଟି ହେଉଛି ଯାଜପୁର ଜିଲ୍ଲା ବିଂଝାରପୁର ବାଛଳ ସରକାରୀ ପ୍ରାଥମିକ ବିଦ୍ୟାଳୟର କଥା
ହଁ ଆଜ୍ଞା ଆମେ କହୁଛୁ ବିଂଝାରପୁର ଶିକ୍ଷା ବେବସ୍ଥା ର କଥା ଯୋଉଠି ପୁରା ଭୁଶୁଡି ପଡିଛି । ଜଣେ ସୂଚନା ବିଭାଗକୁ ତଥ୍ୟ ମାଗିଲେ ଉକ୍ତ ବିଦ୍ୟାଳୟ କୁ ବିଂଝାରପୁର ଶିକ୍ଷା ଅଧିକାରୀ ପୁରା ଘଣ୍ଟ ଘୋଡାଇ ସମ୍ପୂର୍ଣ ତଥ୍ୟ ନଦେବାର କାରଣ କଣ ହୋଇପାରେ,ଏହାକୁ ନେଈ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।।
ନାଁ ଉପସ୍ଥାପନା ଅଛି ନାଁ ପିଲାଙ୍କ ସଂଖ୍ୟା ନାହିଁ ପିଲାଙ୍କ ନାମ
ଶିକ୍ଷକଙ୍କ ନାମ ଅଛି କିନ୍ତୁ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣ ପତ୍ର ନାହିଁ
ଦୁଇ ଶିକ୍ଷୟତ୍ରୀ ଙ୍କ ଯୋଗ୍ୟତା ପ୍ରମାଣ ପତ୍ର ଦେବାରେ ଶିକ୍ଷା ଅଧିକାରୀ ଲେଖିଦେଲେ ଏଇଟା ବ୍ୟକ୍ତି ଗତ ତଥ୍ୟ
ଆମର କହିବା କଥା ଯୋଗ୍ୟତା ପ୍ରମାଣ ପତ୍ର ଯେତେବେଳେ ଦୁଇଶିକ୍ଷତ୍ରି ଚାକିରୀ କରିଥିବେ ସେତେବେଳେ କଣ ଯାଞ୍ଚ ହୋଇନଥିଲା କି , । ତେବେ ଯୋଗ୍ୟତା ପତ୍ର ବ୍ୟକ୍ତିଗତ ହେଲା କିପରି ।।ପିଲାମାନଙ୍କ ନାମ ଗୋପନ ହେଲା କିପରି ?? କିଛି ତ୍ରୁଟି ନିଶ୍ଚିତ ଅଛି ଯାହା ପାଇଁ ପିଲାଙ୍କ ନାମ ଗୋପନ ରଖା ଗଲା ଆଉ ଶିକ୍ଷୟତ୍ରୀ ଙ୍କ ଯୋଗ୍ୟତା ମଧ୍ୟ ।।
ନିହାତି ସାଧାରଣ ରେ ଆସିବାର ଆବଶ୍ୟକତା ରହୁଛି ।। କଣ ରହିଛି ସତ୍ୟତା ଆଗାମୀ ଦିନକୁ ଅପେକ୍ଷା। ବିଞ୍ଝାରପୁର ରିପୋର୍ଟର ବୀଜୟ କୁମାର ବାରିକ,
