
ଦିପତଳ ଅନ୍ଧାର ଭଳି ଲାଗୁଛି ଝାର ପୋଖାରିଆ ଟୋଲ
ପ୍ଲାଜା*
ବମ୍ବେଛକ, ଜାତୀୟ ରାଜପଥ 49 ବହରlଗୁଡ଼ା ଠାରୁ ମୁମ୍ବେବାଇ ପ୍ରଜନ୍ତ ଯାଇ ଅଛି, କେନ୍ଦ୍ର ସରକାର କି ରାଜ୍ୟ ସରକାର ଦ୍ୱାରା ପ୍ରବଳ ରୌଦ୍ର ତାପ ପାଇଁ ଗାଁ ଗହଳି, ଚ୍ଛକ ଜାଗାରେ ସରକାର ପାନୀୟ ଜଳ ଯୋଗାଣ ପାଇଁ ଖୋଲି ଛନ୍ତି ଜଳ ଛତ୍ର ଖୋଲି ଥିବା ବେଳେ ଏଠାରେ କୌଣସି ପ୍ରକାର ବେବସ୍ଥା ଦେଖିବାକୁ ମିଳୁନାହିଁ, ସାଧାରଣ ରେ ଚର୍ଚ୍ଚା ହେଉଛି ଜାତୀୟ ରାଜପଥ କତୃପକ୍ଷ ଏବଂ ଟୋଲ ପ୍ଲାଜା ସଂସ୍ଥା ଜନ ସାଧାରଣ ଙ୍କ ଠାରୁ ଟିକସ ନେବା ପାଇଁ ବ୍ୟସ୍ତ କିନ୍ତୁ ସଧାରଣ ଯାତ୍ରୀ, ଡ଼୍ରାଇଭର ମାନକର ମୌଳିକ ଅଧିକାର ଦୃଷ୍ଟି ଦେବା ସଂସ୍ଥା ଅନୁରୋଧ କରାଯାଉଛି,ଏଥି ପ୍ରତି କତୃପକ୍ଷ ଧିଆନ ଦେବା ଜରୁରୀ କାହିଁକି ନା ମୟୂରଭଞ୍ଜ ରେ ତାପ ମାତ୍ରା ର ପାରଦ ଦିନକୁ ଦିନ ବଢୁଥିବା ନଜର କୁ ଆସୁଛି, ବମ୍ବେଛକ ରୁ ଅଜୟ କୁମାର ମଣ୍ଡଳଙ୍କ ରିପୋର୍ଟ, ଭାଞ୍ଜଡୁଟ ଖବର