*ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଭେଲା ଗ୍ରାମ ଠାରେ ଖୋଲହାରାଜା ଦଣ୍ଡସେନା (କଳାର) ସମାଜ କଲ୍ୟାଣ ସମିତି ପକ୍ଷ ରୁ ବାର୍ଷିକ ଉତ୍ସବ ପାଳିତ*
ନୂଆପଡା(ମିଖାଏଲ ନନ୍ଦ)
୨୩.୦୩.
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଭେଲା ଗ୍ରାମ ଠାରେ ଖୋଲହାରାଜା ଦଣ୍ଡସେନା (କଳାର) ସମାଜ କଲ୍ୟାଣ ସମିତି ପକ୍ଷ ରୁ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ସମାଜ ପକ୍ଷ ରୁ କଳସ ଯାତ୍ରା ହୋଇଥିବା ବେଳେ ବୀର ବାଦ୍ୟ ଘୁମୁରା ସହିତ ପୁରୁଷ ଏବଂ ମହିଳା ମାନେ ବିଶାଲ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରିଥିଲେ।ସମାଜ ଏ ମୁଖ୍ୟ ଏବଂ ବରିଷ୍ଠ ନାଗରିକ ମାନେ ଯୋଗ ଦେଇ ସମାଜର ପ୍ରତ୍ୟେକ ସ୍ତର ନାଗରିକ ଶିକ୍ଷାକୁ ଜୀବନରେ ପାଥେୟ କରି ଆଗକୁ ବଢ଼ିବା ପାଇଁ ଆଗେଇବାକୁ କହିଥିଲେ।
