*ନୂଆପଡ଼ା ଜିଲ୍ଲା ସିନାପାଲି ହାଇସ୍କୁଲ ପଡିଆଠାରେ ଉଦନ୍ତୀ ମହୋତ୍ସବ -୨୦୨୬ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୩.୦୩.
ନୂଆପଡ଼ା ଜିଲ୍ଲା ସିନାପାଲି ହାଇସ୍କୁଲ ପଡିଆଠାରେ ଉଦନ୍ତୀ ମହୋତ୍ସବ -୨୦୨୬ ପାଳନ ନେଇ ଆୟୋଜକ କମିଟି ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। ସମ୍ମିଳନୀରେ ଆସନ୍ତା ୨୭,୨୮ ଓ ୨୯ ତାରିଖ ତିନି ଦିନ ଧରି ପାଳିତ ହେବ। ଉଦନ୍ତୀ ନଦୀର ଅବବାହିକା ରେ ଗଢ଼ି ଉଠିଥିବା ପ୍ରାଚୀନ ସହର, ଲୋକ କଳା, ସାହିତ୍ୟ ସଂସ୍କୃତି ଓ ପରମ୍ପରା କୁ ଉଜ୍ଜୀବିତ କରିବାର ଲକ୍ଷ ନେଇ ଉଦନ୍ତୀ ମହୋତ୍ସବ ପାଳିତ ହେବା। ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
