*ଓଡ଼ିଶା ରାଜ୍ୟସଭା ନିର୍ବାଚନ ବିଜେପି ପକ୍ଷ ରୁ ଦୁଇ ପ୍ରାର୍ଥୀ ସହ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ଙ୍କ ନାମାଙ୍କନ ପାତ୍ର ଦାଖଲ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୬.୦୩.
ଓଡ଼ିଶା ରାଜ୍ୟସଭା ନିର୍ବାଚନ ବିଜେପି ପକ୍ଷ ରୁ ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ୍ କୁମାର ସହ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ଙ୍କ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ଦଳପକ୍ଷ ରୁ ତିନି ପ୍ରାର୍ଥୀ ବିଜୟ ହେବା ସୁନିଶ୍ଚିତ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି। ଆଜି ନାମାଙ୍କନ ପତ୍ର ଦାଖଲ ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ପ୍ରଭାରୀ ବିଜୟ ସିଂ ତୋମର ପ୍ରମୁଖ ଯୋଗ ଦେଇଥିଲେ। ବହୁ ବିଧାୟକ ସାଂସଦ ଏବଂ ନାଗରିକ ମାନେ ଯୋଗ ଦେଇଥିଲେ।
