*ନୂଆପଡ଼ା ଜିଲ୍ଲାର ଦୁଇ ଜଣ ଡି ଏମ୍ ଡି Duchenne Muscular Dystrophy (DMD) ଆକ୍ରାନ୍ତ ଭିନ୍ନକ୍ଷମଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଚେକ୍ ପ୍ରଦାନ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୬.୦୩.
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନୂଆପଡ଼ା ଜିଲ୍ଲା ର ଦୁଇ ଜଣ ଭିନ୍ନକ୍ଷମ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ରୁବଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଚେକ୍ ପ୍ରଦାନ କରିଛନ୍ତି। ବୋଡେନ ବ୍ଲକ ସାଲେକେଲା ଗ୍ରାମ କମଳାକାନ୍ତ ନିଆଁଲ ଏଵଂ ଗାଁ – , ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ରଜାମୁଣ୍ଡା ଗ୍ରାମର ଯୁଗଳ କିଶୋର ବଛା ଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଉଭୟଙ୍କ ଶରୀର ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହୋଇ ଥିବା ବେଳେ ଜୀବନ ନିର୍ବାହ ତାଙ୍କ ପାଇଁ କଷ୍ଟ ସାଧ୍ୟ ହୋଇଅଛି ।
