ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଦ୍ୱାରା ଭିନ୍ନ ଭିନ୍ନ ସ୍ଥାନରେ ତିନୋଟି ଗୃହ ର ଶୁଭ ଉଦ୍ଘାଟନ l (ରିପୋର୍ଟ -ବିରଞ୍ଚି ନାରାୟଣ ସାହୁ ) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତ ର ନାଟିମା ବଜାରରେ ଲଷ୍ମୀ ମଣ୍ଡପ, ଯୋରନ୍ଦା ହାଟ ପଡିଆରେ ମାର୍କେଟ କମ୍ପ୍ଲେସ ଓ କଲେଜ ରାସ୍ତାରେ ସୁଭଦ୍ରା ଶକ୍ତିକେନ୍ଦ୍ର ଓଡିଶା ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାବିଭାଗ ଙ୍କ କରକମଳରେ ଶୁଭ ଉଦ୍ଘାଟନ ଗରିମାମୟ ଉପସ୍ଥିତି l ତତସହିତ ଉପସ୍ଥିତ ଥିଲେ ଶ୍ରୀଯୁକ୍ତ କୋଦଣ୍ଡ ଧର ସାହୁ (ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି), ପ୍ରତାପ ନାଥ 1ନଂ ଜୋନର ମଣ୍ଡଳ ସଭାପତି ,ଶ୍ରୀମତୀ ଆରତୀ ନାୟକ (ଯୋରନ୍ଦା ଗ୍ରାମପଞ୍ଚାୟତ ସରପଞ୍ଚ )ଶତ୍ରୁଘନ ରାଉତ (କବରା ଗ୍ରା :ପ୍ର ସମିତି ସଭ୍ୟ )MJ ମହିମା (ଜିଲ୍ଲା ଯୁବମୋର୍ଚା ସଭାପତି )ଉପସ୍ଥିତ ଥିଲେ ମହିଳା ଗ୍ରୁପ ର ସଦସ୍ୟା ମାନେ ଓ ଯୋରନ୍ଦା ଗ୍ରାମବାସୀ ବୃନ୍ଦ l ପରିଶେଷରେ ଦଳର କର୍ମୀ ମାନଙ୍କ ସହିତ ଏକ ବୈଠକ ନେଇ ଅଞ୍ଚଳର ବିଭିନ୍ନ ଯୋଜନାର ଭଲ ମନ୍ଦ ବୁଝିଥିଲେ l
