
ବଡ଼ସାହି… ରାଷ୍ଟ୍ର ରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିବ ସେହି ପରି କାର୍ଯ୍ୟ ଆମେ କରିବା ଏଥି ପାଇଁ ଆଜି ଆମେ ଶପଥ ନେବା ବୋଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଂଜୀବ ମିଶ୍ର କହିଥିଲେ
ଏହି 76 ତମ ସ୍ୱାଧୀନତା ଦିବସ ପାଳନ ଅବସରେ ଭୀମଦା ଉଚ୍ଚ ବିଦ୍ୟାଳୟ ର
ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ର ମାନେ ଅଂଶଗ୍ରହଣ କରିଥିଲେ ଏହା ସହିତ ଉପ୍ର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୀପକ ତରାଇ, କରୁଣାକର ରଣା, ଦମୟନ୍ତୀ ମୁଖି,ରିତା ଜେନା, ବିନୋଦ ସାର ରସାନନ୍ଦ ସାର
ଅମିତ ମହାପତ୍ର, ନିତ୍ୟାନନ୍ଦ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ରେ ପରିଚାଳନା କରିଥିଲେ ପରି ଶେଷ ରେ ବିଦ୍ୟାଳୟ ର ଦ୍ୱିତୀୟ ବର୍ଷ ର ଛାତ୍ର ନୂତନ କୁମାର ନାୟକଙ୍କ ଭାଷଣ ସମସ୍ତ ଙ୍କୁ ମୁଗ୍ଧ କରିଥିଲା