*ଦେଶ ତାର ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳନ କରିଥିବା ବେଳେ ସୈନ୍ୟ ବାହିନୀ ଙ୍କ ବଦାନ ଅତୁଳନୀୟ, ଜଣେ ସ୍ବଚ୍ଛତା ସାଥୀ ମଧ୍ୟ ସଫେଇ ନେଇ ଜୀବନ କୁ ବ୍ରତୀ କରିଥିବା*
ନୂଆପଡା (ମିଖାଏଲ ନନ୍ଦ)
ତା:୨୬.୦୧.
ଦେଶ ତାର ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳନ କରିଥିବା ବେଳେ ସୈନ୍ୟ ବାହିନୀ ଙ୍କ ବଦାନ ଅତୁଳନୀୟ, ଜଣେ ସ୍ବଚ୍ଛତା ସାଥୀ ମଧ୍ୟ ସଫେଇ ନେଇ ଜୀବନ କୁ ବ୍ରତୀ କରିଥିବା ବେଳେ ତାଙ୍କ କାର୍ଯ୍ୟ ନେଇ ପ୍ରଶଂସା କରିଛନ୍ତି। ଆଜି ୭୭ ସାଧାରଣ ତନ୍ତ୍ର ଦିବସ ଅବସରରେ ସିଆରପିଏଫ ଅଧିକାରୀଙ୍କ ତରଫ ରୁ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି। ଦେଶ ପାଇଁ କାର୍ଯ୍ୟ କରୁଥିବା ଏହି ସେଚ୍ଛା ସାଥୀ କେବେ ପାଇବେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ।ଶ୍ରୀନଗର ର ଏହି ଘଟଣା। ସିଆରପିଏଫ ଯବାନ ମାନେ ସୁରକ୍ଷା ରେ ନିଜ ଜୀବନ କୁ ବାଜି ଲଗାଇଥିବା ବେଳେ ସ୍ବଚ୍ଛତା ସାଥୀ ଶ୍ରୀନଗର କୁ ସଫା ସୁତୁରା ରଖିବା ରେ ପ୍ରୟାସ କରୁଛନ୍ତି।
