Skip to content
-
ତା,୧୮.୦୩.୨୦୨୫ ରିଖ ଠାରୁ ରାଜସ୍ଥାନ ର ଯଇପୂର୍ ର ଇଞ୍ଜିନିୟରିଂ କଲେଜରେ ୨୫ତମ SQAY ନେସନାଲ ଚାମ୍ପିଅନସିପ ଅନୁଷ୍ଠିତ ହେଇଥିଲା ଏହି ଚାମ୍ପିଅନସିପ ରେ କୋରାପୁଟ ଜିଲ୍ଲାର ୫ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ମହିଳା ବିଭାଗରେ ମିସ୍ କୁନ୍ଦ ମାଝୀ କଟା ରେ କାଂସ୍ୟ ପଦକ ହାସଲ କରିଥିବା ବେଳେ ପୁରୁଷ ବିଭାଗରେ ଲୋହିତ କୁମାର୍ ପଣ୍ଡିତ ଲୋବା ଫାଇଟ୍ ରେ କାଂସ୍ୟ ପଦକ ହାସଲ କରିଛନ୍ତି ଏବଂ ଯୋଗେଶ୍ୱର ବେହେର କଟା ରେ ରୋପିୟ ପଦକ ଏବଂ ଟିମ୍ କଟରେ କାଂସ୍ୟ ପଦକ ହାସଲ କରିଛନ୍ତି। କୋଚ୍ ଶିବ ରାଉତ, କେ ଜଗଦିଶ ଶ୍ୱର୍ ରାଓ ଏବଂ ହନୁମାନ ସପୋର୍ଟ କଲାବ ଏକାଦଶୀ ବେହେରା ଓ ପ୍ରମୁଖ ସ୍ବାଗତ ଜଣାଇଲେ, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍ ନିୟୁଜ୍