Slug – ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ରଙ୍ଗସ କାଳୀ ପଡ଼ିଆଠାରେ ଶତାଧିକ ବିଜେଡି କର୍ମୀ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାଟିରେ ସାମିଲ ହେଲେ
Date -19/01/2026
Place -ବିଂଝାରପୁର
Repoter – ବିଂଝାରପୁର ରୁ ବ୍ଲକ ପ୍ରତିନିଧି ବିଜୟ କୁମାର ବାରିକି, ଭଞ୍ଜଦୂତ ଖବର,
Anc -ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ରଙ୍ଗସ କାଳୀ ପଡିଆଠାରେ
ଯସ୍ୱଶ୍ରୀ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ କଂ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗସ କାଳୀ ପଡ଼ିଆ ଠାରେ ସମାଜ ସେବୀ ସୁବ୍ରତ କୁମାର ସାମଲ ଙ୍କ ନେତୃତରେ ଚଷାଖଣ୍ଡ ପଞ୍ଚାୟତ ରୁ ଶତାଧିକ ବିଜେଡି କର୍ମୀ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାଟିରେ ସାମିଲ ହେଲେ
ଏହିକାଯ୍ୟକ୍ରମରେ ଆମର ଲୋକପ୍ରିୟ ସାଂସଦ ଡ଼କ୍ଟର ରବିନ୍ଦ୍ର ନାରାୟଣ ବେହେରା’
ମଣ୍ଡଳର ସଭାପତି ମାନେ ଏବଂ ବବିତା ମଲ୍ଲିକ’ ନିରଞ୍ଜନ ବେହୁରିଆ ଏବଂ ବହୁ ମାନ୍ୟ ଗନ୍ୟ ବେକ୍ତି ମାନେ ‘ଉପସ୍ଥିତ ରହି ଥିଲେ ଏବଂ ଜିଲ୍ଲାର ସମ୍ପାଦକଙ୍କ ସହ ଉପସ୍ଥିତି ରେ ସମସ୍ତଙ୍କୁ ବିଜେପି ଦଳରେ ସ୍ୱାଗତ କରାଗଲା ତାହା ସାହିତ ଆଗାମୀ କିଭଳି ଯାଜପୁର ଜିଲ୍ଲା ସମ୍ପୂର୍ଣ୍ଣ ବିଜେପି ବା ଗେରୁଆ ମୟ ହେବ ତାହା ବିଜେପି ଦଳ ଆଶା ଓ ବିଶ୍ୱାସ ରଖିଛନ୍ତି
