*ଭୋଜପୁର ଠାରେ ପ୍ରଥମ କରି ଆରମ୍ଭ ହେଲା ପ୍ରାଥମିକ କୃଷି ସମବାୟ ସମିତି ଲିଃ ରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଓ ଜନ ସେବା କେନ୍ଦ୍ର* ନୂଆପଡା(ମିଖାଏଲ ନନ୍ଦ)
ତା: ୨୦.୦୧.
ଭୋଜପୁର ଠାରେ ପ୍ରଥମ କରି ଆରମ୍ଭ ହେଲା ପ୍ରାଥମିକ କୃଷି ସମବାୟ ସମିତି ଲିଃ ରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଓ ଜନ ସେବା କେନ୍ଦ୍ର। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭୋଜପୁର ଠାରେ ପ୍ରଥମ କରି ଆରମ୍ଭ କରିଥିଲେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଓ ଜନ ସେବା କେନ୍ଦ୍ର ସହିତ ରାସାୟନିକ ସାର ଓ କୀଟନାଶକ ଔଷଧ କେନ୍ଦ୍ର। ଏହି ଉତ୍ସବ ରେ ନୂଆପଡା ଡିଆରସିଏସ ଶ୍ରୀ ଶିବ ପ୍ରସାଦ ସ୍ୱାଇଁ, ନୂଆପଡ଼ା ୟୁନିଟ ଦୁଗ୍ଧ କେନ୍ଦ୍ର ପରିଚାଳକ ସରୋଜ କୁମାର ବେହେରା ସମିତି ସଭାପତି ନନ୍ଦଲାଳ ପାଣ୍ଡେ ଓ ସମିତି ର ସମ୍ପାଦକ ଶ୍ରୀ ଥବିର ତାଣ୍ଡି ଙ୍କ ସହିତ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।
