ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ଷଷ୍ଠ ବାର୍ଷିକ ଉତ୍ସବ ପାଳନ।
ତାଳଚେର :ସାଉଥ ବଲାଣ୍ଡ ଅଫିସର କ୍ଲବ ଠାରେ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନର ଷଷ୍ଟ ବର୍ଷକ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ମୁଖ୍ୟ ତଥା ପ୍ରତିଷ୍ଟାତା ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ହୋଇଥିବା କାଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ସମାଜସେବୀ ବିଭୁତି ସାହୁ, ସମାଜସେବୀ ବାପି ମହାନ୍ତି, ନୀଳକଣ୍ଟଶ୍ୱର ଡିଗ୍ରୀ ମହାବିଦ୍ୟାଳୟର ଅଧକ୍ଷ ଡ଼. ବଳଭଦ୍ର ଜେନା,ସମାଜସେବୀ ଖିରୋଦ ସାହୁ ବରିଷ୍ଠ ସାମ୍ବାଦିକ ଦେବି ମିଶ୍ର,ସମାଜସେବୀକା ଏଲ. ମାଣିକ୍ୟ ପ୍ରଭା, ଅନୁଗୋଳ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଧର, ସମାଜସେବୀକା ପଦ୍ମାଖୀ ସିଂ ଓ ଅନୁଗୋଳ ଟାଇଗର ୟୁ ଟୁବର ଜିତୁଉପସ୍ଥିତ ଥଲେ।ଏହି ଏବସରରେ ଶହେରୁ ଅଧିକ ସମାଜସେବୀ, ଏବଂ ୫୦କୁନି କୁନି ପିଲା, ଯାତ୍ରା କଳାକାର ଓ ନୂଆ ନୂଆ ୟୁ ଟୁବରଙ୍କୁ ସଂମ୍ମାନିତ କରାଯଇଥଲା।ବସନ୍ତ କୁମାର ମହାପାତ୍ର ମଞ୍ଚ ପରିଚାଳାନା କରିବା ସହ ଅନୁଷ୍ଠନର ସଭାପତି ଶଶୀପ୍ରଭା ବିଶ୍ଵାଳ ଧନ୍ୟବାଦ ଦେଇଥିଲେ।ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ସଦ୍ୟସ ଓ ସଦ୍ୟସ୍ୟା ଶିବସୁଦର କର, ସୋମେଶ ରଥ, ମନୋଜ ରଥ, ଦିଲ୍ଲୀପ କୁମାର ସାହୁ, ସମ୍ବିତ ରଥ, ସୋମ୍ୟରଞ୍ଜନ ସାହୁ, ବିକୁ ଭାଇ, ଗୌର ଶଙ୍କର ବାରିକ,ପୃର୍ବତନ ସଭାପତି ହେମନ୍ତ କୁମାର ବେହେରା, ସଞ୍ଜୟ କୁମାର ସାହୁ, ସଞ୍ଜୟ କୁମାର ବାରିକ, ଶୁଭେଦୁ ସିଂ, ସନ୍ତୋଷ ସିଠ,ଶଶିର ସାଏ, ସାଇ କ୍ରିଷ୍ଣା ସାହୁ, ମନିଷା ରଥ, ବଦନା ଦେବି ପ୍ରମୁଖ ଉପସ୍ଥିତ ଥିଲେ।
