*୧୯ ତମ ରୋୟଳ କପ କ୍ରିକେଟ ଚମ୍ପିୟାନସିପ ଉଦଯାପିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୮.୦୧.
ନୂଆପଡା ଜିଲ୍ଲା କୋମନା ବ୍ଲକ ଗନିଆରୀ ରୋୟାଲ କ୍ଳବ ଦ୍ୱାରା ୧୯ ତମ ରୋୟଳ କପ କ୍ରିକେଟ ଚମ୍ପିୟାନସିପ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ରେ ନୂଆପଡା ଜିଲ୍ଲା ର ୧୬ ଗୋଟି ଦଳ ଭାଗ ନେଇଥିଲେ ଏବଂ ଫାଇନାମ ରେ ଉଦ୍ୟାନବନ୍ଧ ଓ ଝିଲମିଲା ଦଳ ପ୍ରବେଶ କରିଥିଲେ। ଫାଇନାଳ ମ୍ୟାଚ ରେ ଉଦ୍ୟାନବନ୍ଧ କରି ନିର୍ଧାରିତ ୧୨ ଓଭର ରେ ୩ ୱିକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲେ ବେଳେ ଏହାର ଜବାବ ରେ ଝିଲମିଲା ଦଳ ୧୨ ଓଭର ରେ ୭ ୱିକେଟ ହରାଇ ୧୪୦ ରନ ସଂଗ୍ରହ କରି ୩ ଉଇକେଟ ରେ ପରସ୍ତ ହୋଇଛନ୍ତି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରସନ୍ନ କୁମାର ପାଢ଼ୀ , ସ୍ବତନ୍ତ୍ର ଅତିଥି ରୂପେ ନୂଆପଡା ବିଧାୟକ ଜୟ ଢୋଲକିଆ, ରାଜ୍ୟ ଯୁବ କାର୍ଯ୍ୟକାରିଣୀ ସଦସ୍ୟ ମାନସ ରଥ, ମାନିଗୁଡା ଗ୍ରାପ ସରପଞ୍ଚ ଯୋଗେନ୍ଦ୍ର ବାଗ, ସାମ୍ବାଦିକ ଶ୍ରୀ ସୁଶାନ୍ତ କର ଗନିଆରୀ ୱାର୍ଡ ସଭ୍ୟ ଶ୍ରୀ ପିତାମ୍ବର ଅଦା, କେଶବ ହଂସ ପରମେଶ୍ୱର ହଂସ,ସମସ୍ତ ଯୁବ ଶକ୍ତି ସହାୟତା କରିଥିଲେ।
