ଆରେଇ ଗ୍ରାମ ର ବିଶିଷ୍ଟ ରାଜନେତା , ପରୋପକାରୀ , ସମାଜ ସେବୀ , ଦୁଃଖି ଦରିଦ୍ର ମାନଙ୍କ ସୁଖ ଦୁଃଖର ସାଥି ତାଥା ବରୁଣେଶ୍ଵର ଙ୍କ ସୁଯୋଗ୍ୟ ସନ୍ତାନ ଏବଂ ବରୁଣେଶ୍ଵର ମେଳା ପରିଚାଳନାର ଦିଗର୍ଦଶନ , ବିଂଝାରପୁରର ବର୍ଷିୟାନା କଙ୍ଗ୍ରେସ ଦଳର ମାର୍ଗ ଦର୍ଶନ ନେତା ସ୍ପର୍ଗତ ୰ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କର ଆଜି ସକାଳ ୬ଘଟିକା ସମୟରେ ଅରେଇ ସ୍ଥିତ ନିଜ ବାସ ଭବନରେ ସ୍ପର୍ଗପ୍ରାପ୍ତି ହୋଇଛି । ଏହି ମହାନ ବ୍ୟକ୍ତିଙ୍କ ଦୁଃଖଦ ଘଟଣା ସାରା ଅଞ୍ଚଳରେ ସୋକର ଛାୟା ଖେଳି ଯାଇଛି । ଦଳଗତ ନିର୍ବିଶେଷରେ ସମସ୍ତ ବୁଦ୍ଧିଜିବୀ ସ୍ପର୍ଗତ ପରିଡାଙ୍କ ଅମର ଆତ୍ମାର ସଦଗତି ଓ ଆତ୍ମିୟ ପରିଜନଙ୍କୁ ବାବା ବରୁଣେଶ୍ଵର ସହୟତା ଏବଂ ସହାସ ଦିଅନ୍ତୁ ।
