**ନୂଆପଡ଼ା ଗସ୍ତରେ ପିସିସି ସଭାପତି ଭକ୍ତ ଚରଣ ଦାସ: ଦଳୀୟ ସ୍ଥିତି ମଜଭୁତ କରିବାକୁ କର୍ମୀଙ୍କୁ ଆହ୍ୱାନ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୬.୦୮ ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତରେ ପିସିସି ସଭାପତି ଦିନିକିଆ ଗସ୍ତ, ଅଖିଳ ଭାରତୀୟ କଂଗ୍ରେସ ଦଳ ନେତୃମଣ୍ଡଳୀ ଆସି କର୍ମୀ ସମ୍ମିଳନୀ ରେ ଯୋଗଦାନ,ଆସନ୍ତା ଦିନରେ ଦଳର ସ୍ଥିତି ମଜଭୁତ କରିବାକୁ ଆହ୍ୱାନ କରିଛନ୍ତି। ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ଆୟୋଜିତ କର୍ମୀ ସମ୍ମିଳନୀ ରେ ଜିଲ୍ଲା ସଭାପତି ଘାସିରାମ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତରେ ପିସିସି ସଭାପତି ଦିନିକିଆ ଗସ୍ତ, ଅଖିଳ ଭାରତୀୟ କଂଗ୍ରେସ ଦଳ ନେତୃମଣ୍ଡଳୀ ଆସି କର୍ମୀ ସମ୍ମିଳନୀ ରେ ଯୋଗଦାନ,
ଆସନ୍ତା ଦିନରେ ଦଳର ସ୍ଥିତି ମଜଭୁତ କରିବାକୁ ଆହ୍ୱାନ କରିଥିଲେ। ଅଖିଳ ଭାରତୀୟ ସଦସ୍ୟ ତଥା ଓଡ଼ିଶା ପ୍ରଭାରୀ ଲାଲଜି ଦେଶାଇ , ନୂଆପଡ଼ା ପ୍ରଭାରୀ ଜେଟି କୁସୁମ, ବିଧାୟକ ଖୁକୁ ଖୁକୁ ସିଂ ନୂଆପଡ଼ା ଇଞ୍ଚାର୍ଜ ବିଜୟାନନ୍ଦ ଡାଉରିଆ, ପ୍ରମୁଖ ଯୋଗଦେଇ ସାଂଗଠାନିକ ତୃଣମୂଳ ସ୍ତରରେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ।
