*ନୂଆପଡ଼ା ଜିଲ୍ଲା ଖଡିଆଳ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ଵାରା ସ୍ୱଦେଶୀ ସଂକଳ୍ପ ଦୌଡ ଅନୁଷ୍ଠିତ,ରାଷ୍ଟ୍ରୀୟ ଯୁବ ଦିବସ ପାଳିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୧୨.୦୧.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ଵାରା ସ୍ୱଦେଶୀ ସଂକଳ୍ପ ଦୌଡ ଅନୁଷ୍ଠିତ ହୋଇଥିବା ବେଳେ ,ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଅଛି। ଏହି ଉପଲେକ୍ଷେ ଖଡିଆଳ ସମଲେଶ୍ଵରୀ ମନ୍ଦିର ଠାରୁ ଅଗ୍ରେସନ ଧର୍ମଶାଳା ପର୍ଯ୍ୟନ୍ତ ଯାଇଥିଲା। ଛାତ୍ରୀମାନେ ସ୍ୱଦେଶୀ ନାରା ଦେଇ ଥିଲେ।
