*ଖଡିଆଳ ମହୋତ୍ସବ ପାଳନ କମିଟି ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଅତିଥି ରୂପେ ନିମନ୍ତ୍ରଣ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲାର ପ୍ରସିଦ୍ଧ ଖଡିଆଳ ମହୋତ୍ସବ- ୨୦୨୬ କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝୀ ଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରିଛନ୍ତି । ଖଡିଆଳ ମହୋତ୍ସବ ପାଳନ କମିଟିର ଏକ ପ୍ରତିନିଧି ଦଳ ଗସ୍ତ କରିଥିବା ବେଳେ ସାଂସଦ ମାଳବିକା ଦେବୀ ଏବଂ ଖଡିଆଳ ବିଧାୟକ ଆଧିରାଜ୍ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଏକ ସଂସ୍କୃତି ପ୍ରେମୀ ଅଟନ୍ତି। ନିଶ୍ଚିତ ଯୋଗ ଦେବା କାର୍ଯ୍ୟକ୍ରମ ହେବା ଜଣାପଡିଛି।
