ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗ ରେ କୋରାପୁଟ ଡିଭିଜନ ସିମିଳିଗୁଡା ରେ କାର୍ଯ୍ୟରତ ଫରେଷ୍ଟର ନିରଞ୍ଜନ ଶତପଥୀ ଙ୍କ ପାଞ୍ଚ ଟି ସ୍ଥାନରେ ଚଡଉ। ଭୁବନେଶ୍ଵରର ଦୁଇ ଟି ସ୍ଥାନ ତାଙ୍କ ପିତାମାତା ଙ୍କ ଘର ଜଗତସିଂପୁର କୋରାପୁଟ ସିମିଳିଗୁଡା ରେ ଥିବା ତାଙ୍କ କ୍ୱାଟର ଏବଂ ବନ ବିଭାଗର କାର୍ଯ୍ୟଳୟ ଉପରେ ଓଡିଶା ଭିଜିଲାନ୍ସ ର ଛଅ ଜଣ ଡିଏସପି ସାତ ଜଣ ଇନ୍ସପେକ୍ଟର ଏବଂ ଭିଜିଲାନ୍ସ ର ଅନ୍ୟାନ୍ୟ କର୍ମଚାରୀ ଚଡାଉ ରେ ସାମିଲ ଅଛନ୍ତି।, କୋରାପୁଟ ଜିଲ୍ଲା ପ୍ରତନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର କାଗଜ
