ଭୁବନେଶ୍ୱର…..
ବହୁଚର୍ଚ୍ଚିତ ACF ସୌମ୍ୟରଂଜନ ମହାପାତ୍ରଙ୍କ ହତ୍ୟା ମାମଲାରେ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ଜାମିନ ଆବେଦନ ହାଇକୋର୍ଟ କୋର୍ଟରେ ଖାରଜ ହେବାପରେ ସେ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ! ପତ୍ନୀ ବିଦ୍ୟାଭାରତୀ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ଗିରଫ ଭୟରେ ! କିନ୍ତୁ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କଲାପରେ ଶେଷରେ ସେ ବାଧ୍ୟହୋଇ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ଦୀର୍ଘ 5 ବର୍ଷ ର ଘଟଣା ର ଆଜି କିଛି ଅନ୍ତ ଘଟିଛି
