#ପୋଲିସ ନଜର ରେ ବିଦ୍ୟାଭାରତୀ….?? କଣ ଗିରଫ ହେବ କି???
ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଶକ୍ତ ଝଟ୍କା । ତାଙ୍କର ଆଗୁଆ ଜାମିନ ଆବେଦନକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦେଇଛନ୍ତି ଓଡିଶାହାଇକୋର୍ଟ ଏବେ ବିଦ୍ୟାଭାରତୀ ଗିରଫ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଛି।
