ଓଡିଶା ରେ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ମାଡାମ ଅନୁ ଗର୍ଗ ଓଡିଶା ପ୍ରଶାସନିକ ଇତିହାସ ରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ରାଜ୍ୟ ପ୍ରଶାସନ ର ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ IAS ଅଫିସର ତଥା ବର୍ତମାନ ର ଉନ୍ନୟନ କମିସନର ମାଡାମ ଅନୁ ଗର୍ଗ ଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି 1991 ବ୍ୟାଚ ଓଡିଶା କ୍ୟାଡ଼ର ର IAS ଅଧିକାରୀ ନୂଆ ବର୍ଷ ରୁ କାର୍ଯ୍ୟାଭାର ଗ୍ରହଣ କରିବେ ସାପ୍ତାହିକ ଖବର କାଗଜ ଭଂଜଦୂତ ର ପରିବାର ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ଓ ତାଙ୍କର ବଳିଷ୍ଠ ପ୍ରଶାସନିକ ଅଭିଜ୍ଞତା ରେ ଓଡିଶା ର ପ୍ରଗତି ଆଗେଇ ଯିବ ବୋଲି ପ୍ରଭୁ ଜଗନ୍ନାଥ ଙ୍କ ନିକଟ ରେ ପ୍ରାଥନା
