ଜିଲ୍ଲା ସ୍ତରୀୟ ମିଳିତ ପlଣ ସମାଜର ସାଧାରଣ ବୈଠକ
କାମାକ୍ଷାନଗର (ସତ୍ୟବାଦୀ ସେଠୀ, ଗୋକୁଳାନନ୍ଦ ବେହେରା)
କାମାକ୍ଷାନଗର ର ଡକ୍ଟର ଆମ୍ବେଦକର ମୂଳ ନିଵାସୀ ଦଳିତ ସେବା ସଙ୍ଘର ସଭାପତି ଶ୍ରୀଯୁକ୍ତ ଭିକାରୀ ଚରଣ ନାୟକ (ଜହର ଭାଇ)ଙ୍କ ନେତୃତ୍ୱରେ ଆମ୍ବେଦକର କାର୍ଯlଳୟ କାମାକ୍ଷାନଗର ଠାରେ ଅନୁଷ୍ଟିତ ହୋଇଯାଇଛି l ଉକ୍ତ ସଭାରେ ଛଅଟି ବ୍ଲକ କାମାକ୍ଷାନଗର, ପରଜଙ୍ଗ, ଭୁବନ,କଙ୍କଡାହାଡ଼ ଗଁଦିଆ . ଓଡ଼lପଡା ସମସ୍ତ ବ୍ଲକ ରୁ ଶତାଧିକ ଲୋକମାନେ ପାଣଜାତି ସମାଜର ଯଥା ମଲ୍ଲିକ ସମାଜ ପାତ୍ର ସମାଜ ନାଏକ ସମାଜ ର ଲୋକମାନେ ଯୋଗ ଦେଇଥିଲେ ସଭାର ମୂଖ୍ୟବକ୍ତା ଭାବେ ବିନୋଦ ବିହାରୀ ଦାସ୍ . ରାମହରୀ ବେହେରା ଓକିଲ ସୁବ୍ରତ ସାମଲ ଯୋଗ ଦେଇ ପାଣ ସମାଜର ଲୋକମାନଙ୍କୁ ସାମାଜିକନ୍ୟାୟ ,ସମାଜରୁ ଶିକ୍ଷା ସ୍ୱାସ୍ଥ୍ୟ ଓ ରୋଜଗାର ର ବ୍ୟବସ୍ଥା ଏବଂ ଏକତ୍ରିତ କରଣ ହୋଉ କିପରି ଜୀବନ ଜାପାନ କରିବେ ବୋଲି ପ୍ରେରଣା ଦେଇଥିଲେ l ଉକ୍ତ ସଭାର ପରିଚାଳନା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲମ୍ବୋଧର ନାୟକ ଅତି ଶୃଙ୍ଖଳିତ ସହିତ କରିଥିଲେ l ଉକ୍ତ ସଭାର କାମାକ୍ଷାନଗରର ଗୌତମ ମଲିକ, ଅଚ୍ୟୁତ ନାୟକ, ଗଣେଶ୍ୱର ନାୟକ, ସୁବ୍ରତ ନାୟକ, ବିଜୟ ପାତ୍ର, ନିରଞ୍ଜନ ପାତ୍ର, ପରଜଙ୍ଗ ର ସାଗର ନାୟକ, ଅଜୟ ନାୟକ, କାଳନ୍ଦୀ ମଲିକ, କୃତାର୍ଥ ନାୟକ, ଚିନ୍ତାମଣି ନାୟକ, ଢେଙ୍କାନାଳ ଓଡାପଡାର ଶ୍ରୀଧର ମଲିକ, ଅଭୟ ମଲିକ କଙ୍କଡ଼ାହାଡ଼ ର ପ୍ରତାପ ନାୟକ, ବିପ୍ରବର ନାୟକ, ଶଙ୍କର୍ଷଣ ନାୟକ, କୁସୁମଜୋଡି ର କୁଳମଣି ବେହେରା, ରଞ୍ଜନ ନାୟକ, ହିନ୍ଦୋଳ ର କୈଳାସ ନାୟକ, ମହେଶ୍ୱର ନାୟକ, ଗଁଦିଆ ର ରାମ ପାତ୍ର, ବବୁଲ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ l
