*ନୂଆପଡ଼ା ଜିଲ୍ଲା ଖଡିଆଳ ଏନ୍ ଏ ସି ୱାର୍ଡ ନମ୍ୱର୍ ୬/୭ ଦେଇ ଯାଇଥିବା ସଡ଼କ ବ୍ୟାପକ ଭାରି ଜନା ଯାତାୟତ ହେବା କୁ ଅନେକ ସମୟ ଯାମ ଲାଗିରହିଛି*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଏନ୍ ଏ ସି ୱାର୍ଡ ନମ୍ୱର୍ ୬/୭ ଦେଇ ଯାଇଥିବା ସଡ଼କ ବ୍ୟାପକ ଭିଡ଼ ହେବା କାରଣ ରୁ ଯାମ୍ ଲାଗିରହିଛି। ଭାରି ଜନା ଯାତାୟତ ହେବା କୁ ବେଳେ ସଡ଼କ ଉଭୟ ପାର୍ଶ୍ଵରେ ଥିବା ବ୍ୟବସାୟୀ ମାନେ ମଧ୍ୟ ନିଜ ଗାଡ଼ି କୁ ସଡ଼କ ଉପରେ ରଖି ଦେଉଛନ୍ତି। ଫଳରେ ଅକାରଣ ରେ ସଡ଼କ ଜାମ୍ ରହିଅଛି। ପ୍ରଶାସନ କୁ ଜଣାଇବା ସତ୍ତ୍ୱେ କୌଣସି ପରିବର୍ତ୍ତନ ହେଉ ନଥିବା ବେଳେ ସଡ଼କ ଓସାରୀ କରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଦିନ ୧ ଘଣ୍ଟା ସମୟ ରେ ମଧ୍ୟ ଚାରି ଚକିଆ ଯାନବାହନ ଅଟକି ରହିଥିଲେ।
