*ଛାତ୍ରୀ ତୁଳସୀରାଣୀ ମଲ୍ଲିକଙ୍କ ମୃତ୍ୟୁ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ଗଡରାମୁଣ୍ଡା ଗ୍ରାମ ପଞ୍ଚାୟତ ସ୍ଥିତ ଇନ୍ଦ୍ର ନଗର ଶିକ୍ଷକ କୃଷ୍ଣରାଜ ସିଂ ମଲ୍ଲିକ ଓ ଶିକ୍ଷୟତ୍ରୀ ସୁଶ୍ରୀ ମଲ୍ଲିକଙ୍କ ଝିଅ ତୁଳସୀରାଣୀ ମଲ୍ଲିକ ୨୦ ବର୍ଷ ରେ ତାଙ୍କ ମୃତ୍ୟୁ ହୋଇଅଛି। ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୀର୍ଘ ଦିନରୁ ଚିକିତ୍ସିତ ହେଉଥିଲେ। । ସେ ଖଡ଼ିଆଳ ଲୋକଦୃଷ୍ଟି କଲେଜରେ ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ। ସେ ଜଣେ ସାନ୍ତ ସିଷ୍ଠ ଛାତ୍ର ଥିବାରୁ ଚିହ୍ନା ମହଲରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ନିଜସ୍ୱ ଗ୍ରାମ ତୁଳସୀପଡା ଠାରେ ଅନ୍ତେଷ୍ଟି କ୍ରିୟା କରା ଯାଇଥିବା ବେଳେ ବାପା କୃଷ୍ଣରାଜ ସିଂ ମଲ୍ଲିକ ମୁଖଗ୍ନୀ ଦେଇଥିଲେ।
