ଭାରତ ମାଲାର ଅବହେଳା ପାଇଁ ତିନି ଖଣ୍ଡ ଗ୍ରାମ ବାସି ଜୀବନକୁ ବାଜି ଲଗାଇ ଯିବା ଆସିବା କରୁଛନ୍ତି l
ନବରଙ୍ଗପୁର: ପାପଡ଼ାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଡେ଼ଙ୍ଗାଗୁଡ଼ା ପଞ୍ଚାୟତ ଓ ମୋକିଆ ପଞ୍ଚାୟତ ର ତିନି ଖଣ୍ଡ ଗ୍ରାମ ବାସି ରାସ୍ତା ପାଇଁ ନାହିଁ ନୋ ଥିବା ଅସୁବିଧା ର ସମୁଖୀନ ହୋଇ ଆସୁଛନ୍ତି ଡେଙ୍ଗାଗୁଡ଼ା,ନୂଆଗୁଡା ଓ ସିଉନାଗୁଡା ଗ୍ରାମ ବାସି lବର୍ଷ ବର୍ଷ ଧରି ଅଭିଯୋଗ ଏବଂ ରାସ୍ତା ରୋକ ହେଲା ପରେ ବି ନିରବ କଣ୍ଟ୍ରାକଟର ବାବୁ l ସୂଚନା ଅନୁଯାଇ ଦୁଇ ଥର ରାସ୍ତା ଅବରୋଧ କଲେଣି ଗ୍ରାମ ବାସି ଆଜି ନେଇକି ତିନି ନମ୍ବର ଅବରୋଧ ଥିଲା l ରାସ୍ତା ଅବରୋଧ କଲେ କଣ୍ଟ୍ରାକଟର ବାବୁ ପ୍ରତିଶୁତି ଦିଅନ୍ତି କାଲି ହୋଇଯିବ ପରଦିନ ହୋଇଯିବ ଏମିତି ପ୍ରତିସୁତି ଦିଅନ୍ତି ଠିକ ଆଜି ବି ସେମିତି ପ୍ରତିସୁତି ଦେଇଥିବା ଦେଖିବାକୁ ମିଳିଥିଲା l
ପଲିସି ପ୍ରଶାସନ ଏବଂ ସରପଞ୍ଚ ଙ୍କ ଆଗରେ ଏହି ପ୍ରତିଶୁତି ନେଇଛନ୍ତି ଭାରତ ମାଲା କଣ୍ଟ୍ରାକଟର l
ତିନି ଗ୍ରାମ ବାସିଙ୍କ ଦୁଃଖଦ ଖବର ଏହିକି ଯେ ଡେଙ୍ଗାଗୁଡ଼ା ଓ ମୋକିଆ ଗ୍ରାମ ପଞ୍ଚାୟତ ରହିଚି l ଯିବା ଆସିବା ରେ ଅନେକ ବାଧା ପ୍ରାପ୍ତ ଏବଂ ଦୁର୍ଘଟଣା ର ସମୁଖୀନ ରହିଛି lଭାରତ ମାଲା ରାସ୍ତା ଉପରକୁ ଗମନା ଗୋମୁନି କଲା ବେଳେ ଦୁର୍ଘଟଣା କୁ ଭୟ,ରାସ୍ତା ତଳକୁ ଯିବା ଆସିବା ପାଇଁ ରାସ୍ତା ନାମ କୁ କାମକୁ ନୁହଁ l ଏମିତି ଏକ ଯିବା ଆସିବା ପାଇଁ ଭାରତ ମାଲା ପ୍ରୋଜେକ୍ଟ ଗ୍ରାମ ବାସିଙ୍କୁ ବ୍ରିଜ ନିର୍ମାଣ କରିଛି ଅଣ୍ଟୁଏ ପାଣି ସହିତ କାଦୁଅ ରେ ଭର୍ତି l
ଯାହା ଫଳରେ ଗ୍ରାମ ର କୁନି କୁନି ଛୁଆ ଅଙ୍ଗନବାଡ଼ି,ସ୍କୁଲ,କଲେଜ ଛାତ୍ର ଛାତ୍ରୀ ପୋଛାଉ ନାହାନ୍ତି ଭାରତ ମାଲା ରାସ୍ତା ଉପରକୁ ଯିବା ଆସିବାରେ lଠିକ ଏମିତି ଗ୍ରାମର ଅନେକ ଲୋକ ଯିବା ଆସିବା କରୁଛନ୍ତି ରାସ୍ତା ଉପରକୁ l ରାସ୍ତା ପାରି ହେଲା ବେଳକୁ ଗ୍ରାମ ବାସିଙ୍କ ଉପରେ ଦୁର୍ଘଟଣା ଘଟିଲେ ଦାଇ କିଏ ହେବ ସରକାର ନା ଭାରତ ମାଲା ପ୍ରୋଜେକ୍ଟ ?
ସରପଞ୍ଚ କହିଲେ ମୁ ଜନତା ଙ୍କ ପାଇଁ ସରପଞ୍ଚ l ଜନତାଙ୍କ ପାଇଁ ଏହି ଓଭର ବ୍ରିଜ ନିର୍ମାଣରେ ବିଳମ୍ବ ହେଲେ ଜିଲ୍ଲା ପାଳଙ୍କ କାର୍ଯ୍ୟଳୟ କୁ ଘେରିବା କୁ ପଛେଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି l ତିନି ଗ୍ରାମର ପିଲା,ଛୁଆ ଠାରୁ ବୃଦ୍ଧ,ବୃଦ୍ଧା ସ୍ତ୍ରୀ ଏବଂ ଗ୍ରାମର ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ l କୋଡ଼ିଙ୍ଗା ଥାନା ଇନଚାର୍ଜ ଏବଂ ପାପଡାହାଣ୍ଡି ପୋଲିସ ଙ୍କ ନେତୃପ୍ତରେ ଗ୍ରାମ ବାସି ସବୁ ବିଶ୍ୱାସ କରି ରାସ୍ତା ଖୋଲି ଥିବା ଦେଖିବାକୁ ମିଳିଥିଲା l
କୋଡ଼ିଙ୍ଗା ଥାନା ଇନଚାର୍ଜ ଭାରତ ମାଲା କଣ୍ଟ୍ରାକଟର ଙ୍କୁ ଫୋନ ମାଧ୍ୟମରେ କଥା ହୋଇ ଗ୍ରାମ ବାସିଙ୍କ ସମସ୍ୟାର ସମାଧାନ କରିବାକୁ କହିଥିଲେ l ଦୁଇ ରୁ ତିନି ଭିତୋରେ କରିବା ପାଇଁ ପ୍ରତିଶୁତି ନେଇଛି ଭାରତ ମାଲା ପ୍ରୋଜେକ୍ଟ l
ତିନି ଖଣ୍ଡ ଗ୍ରାମର ବିଶିଷ୍ଟ ବ୍ୟକ୍ତି ମକରନ୍ଦ ଗୌଡ଼,ନରେନ୍ଦ୍ର ପୂଜାରୀ,ଦମ୍ବୁ ବିନ୍ଦାଣି,ଭଗବାନ ଗୌଡ଼,ପର୍ଶୁରାମ ନାୟକ,ଯୋଗବନ୍ଧୁ ବିନ୍ଦାଣି,ମାନସିଂ ଭତରା,ତ୍ରିନାଥ ଭତରା,ଦେବରାଜ ଗୌଡ଼ ଉପସ୍ଥିତ ଥିଲେ l
