ଗାଡ଼ି ଲୋନ ପ୍ରତିଶ୍ରୁତି ଆଳରେ ଟଙ୍କା ଠକେଇ
ଫାଇନାସ୍ସ କମ୍ପାନୀ ତରଫରୁ ଗାଡ଼ିଲୋନ ଦେଇଥିବା ପ୍ରତିଶୃତି ନେଇ 2 ଟି ଏକଜୁକେସନ ମାମଲାକୁ ବାରିପଦା ଜିଲ୍ଲା ଜର୍ଜ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟ ବିଚାର କରି ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲାରେ ଥିବା ଗାଡ଼ି ମାଲିକଙ୍କ ଜମି ଏtaଚମେଣ୍ଟ ଆଦେଶ ସହିତ ସୁନ୍ଦରମ ଫାଇନସ କମ୍ପାନୀ ଓ ଚୋଳମଣ୍ଡଳ ଫାଇନାନ୍ସ କୁ ଗାଡି ମାଲିକ ମୋଭାବିଲଟି ଓ ଇଂମୋବାଲିଟି ପୋପାଟି ଲିଷ୍ଟ ଦେବା କୁ ଆଦେଶ ଜାରି କରିଛନ୍ତି । ଫାଇନସ୍ସ କମ୍ପାନୀ ପକ୍ଷରୁ ଓଡିଶା ଆଇନି ପରିଚାଳକ ନରେନ୍ଦ୍ର ପଣ୍ଡା, ଅକ୍ଷୟ ସାହୁ ଓ ଓକିଲ ବିଦ୍ୟୁତ କୁମାର ମହାନ୍ତି ମାମଲା ପରିଚାଳନା କରିଥିଲେ । ପ୍ରକାଶ ଯେ ସୁନ୍ଦରମ ଫାଇନାସ୍ସ କମ୍ପାନୀ ଓ ଚୋଳମଣ୍ଡଳ ତରଫରୁ ବାରିପଦା କୋର୍ଟରେ ଥିବା 2 ଜଣ ଗାଡ଼ି ଲୋନ ନେଇଥିବା ଗାଡ଼ି ମାଲିକ ନାମ ରେ ଏକଜୁକେସନ କେସ ନଂ.୨0/୨୦୨୫ 48/2024 ରେ ମାମଲା ରୁଜୁ ହୋଇଥିଲା ।
