ଭୁବନେଶ୍ୱର…ଭୀଷଣ_ରୂପ ରେ ଆସିଲା _ବାତ୍ୟା_ଅର୍ଣ୍ଣବ: ଘଣ୍ଟା ଘଣ୍ଟା ପ୍ରତି ୧୭ କିମି ବେଗରେ ପବନ ବହିବ
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟା ‘ଅର୍ଣ୍ଣବ’
ଆଗାମୀ ୧୨ ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ ପରିଣତ ସମ୍ଭାବନା
ଏହା ଗୋପାଳପୁର ଓ ବିଶାଖାପାଟଣାଠାରୁ ୪୯୦ କିମି ଦୂରରେ ବର୍ତମାନ ର ସ୍ଥିତି ‘ଅର୍ଣ୍ଣବ’ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି
-ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ପାଇଁ ବାତ୍ୟା ସତର୍କତା ଜାରି ହେଲା
