ପୁଣି ଚେଞ୍ଚିବ ବର୍ଷା ହେଇପାରେ ବନ୍ୟା…….. ଚିନ୍ତାରେ ପ୍ରଶାସନ
ଭୁବନେଶ୍ୱର.. ଉତ୍ତର ବଙ୍ଗୋପସାଗର ରେ ଘୃର୍ଣ୍ଣି ବଳୟ ପାଇଁ ଏବେ ଠାରୁ 7 ଦିନ ପ୍ରଯ୍ୟନ୍ତ ପ୍ରବଳ ରୁ ଅତି ପ୍ରବଳ ବର୍ଷ କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, ବାଲେଶ୍ୱର, କୋରାପୁଟ ରେ ବିଜୁଳି ସହିତ ଘଡ ଘଡି ସହ ବର୍ଷା ହେଇପାରେ ଆଉ ଅନ୍ୟ ଜିଲ୍ଲା ମାନ ଙ୍କରେ ମଧ୍ୟମ ଧରଣର ରେ ବର୍ଷା ହେଇପାରେ ପୁଣି ଆଉ ଥରେ ଉତ୍ତର ଓଡିଶା ରେ ବନ୍ୟା ଆସିପାରେ ବୋଲି ଅନୁମାନ କରାଯାଉଅଛି
