*ରୋଗୀ ସେବାରେ ସମସ୍ୟା: ଖଡ଼ିଆଳ ଡାକ୍ତରଖାନାରେ ଭଙ୍ଗା ହୁଇଲ୍ ଚେୟାର ଭରସା, ଅସନ୍ତୋଷ ତୀବ୍ର।
ନୂଆପଡା (ମିଖାଏଲ ନନ୍ଦ) ତା:୨୨.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ହୁଇଲ ଚେୟାର ରୋଗୀ ସଂଗ୍ରହ ବେଳେ ସମସ୍ୟା, ଭଙ୍ଗା ହୁଇଲ ଚେୟାର ଥିବା ନେଇ ରୋଗୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ରୋଗୀଙ୍କୁ ନେବା ବେଳେ ଭଙ୍ଗା ହୁଇଲ ଚେୟାର ଯୋଗୀ ରୋଗୀମାନେ ପଡ଼ି ଯିବା ଅବସ୍ଥା ଥିବା ତାଙ୍କ ସମ୍ପର୍କୀୟ ମାନେ ପ୍ରକାଶ କରିଛନ୍ତି। ଏହି ସମ୍ପର୍କରେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରବନ୍ଧକ ସହ ସୂଚନା ମାଗିବାରୁ ତୁରିତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ପ୍ରକ୍ଷ କରିଥିଲେ। ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବୀମାନେ ତୁରନ୍ତ ଏହାର ସମାଧାନ ପାଇଁ ନକରି ପାରିବେ ବୋଲି ପ୍ରକାଶ କରିଛନ୍ତି। ନୂତନ ହୁଇଲ ଚେୟାର ପ୍ରଦାନ ସହ ଭଙ୍ଗା ହୁଇଲ ଚେୟାର କୁ ମରାମତି କରିବେ।
