*ନୂଆପଡ଼ା ଜିଲ୍ଲା ସୀମାନ୍ତ ଅମାଳପଳି ଗ୍ରାମ ସ୍ଥିତ ନୀଳମାଧବ ମତ୍ସ୍ୟ ଯାଆଁଳା କେନ୍ଦ୍ରରେ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ବିଭାଗୀୟ ଅଧିକାରୀ ଙ୍କ ପକ୍ଷ ରୁ ସ୍ୱାଗତ*
ନୂଆପଡା(ମିଖାଏଲ ନନ୍ଦ) ତା:୨୨.୦୮.
ନୂଆପଡ଼ା ଜିଲ୍ଲା ସୀମାନ୍ତ ଅମାଳପଳି ଗ୍ରାମ ସ୍ଥିତ ନୀଳମାଧବ ମତ୍ସ୍ୟ ଯାଆଁଳା କେନ୍ଦ୍ରରେ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ବିଭାଗୀୟ ଅଧିକାରୀ ଙ୍କ ପକ୍ଷ ରୁ ସ୍ୱାଗତ କରିଛନ୍ତି। ମତ୍ସ୍ୟ ବିଭାଗ ପକ୍ଷ ରୁ ବିଜୟ କୁମାର ମାଝୀ ଏବଂ ପ୍ରାଣୀ ସମ୍ପଦ ବିଭାଗ ପକ୍ଷ ରୁ ହେମାଙ୍ଗିନି ମେହେର ପ୍ରମୁଖ ଯୋଗ ଦେଇ ତାଙ୍କୁ ବିଭାଗୀୟ ଉନ୍ନୟନ ପ୍ରକଳ୍ପ ଉପରେ ଅବଗତ କରିଥିଲେ।
