ବାଇକକୁ ଧୋକା ଦେଲା ଷୋହଳ ଚକିଆ ଟ୍ରକ ଅଳ୍ପକେ ବର୍ତ୍ତିଲେ ବାଇକ ଆରୋହୀ
ଅନୁଗୋଳ ଜିଲ୍ଲା ତାଳଚେର ଅନ୍ତର୍ଗତ ଭୁବନେଶ୍ବରସ୍ଥିତ କଲକରେଡରେ ରାସ୍ତାରେ ଦୁର୍ଘଟଣା ଟ୍ରକ ବାଇକ ମୁହା ମୁହିଁ ଧୋକା ଅଳ୍ପକେ ବର୍ତ୍ତି ଗଲେ ବାଇକ ଚାଳକ । କିଛି ସମୟ ପାଇଁ ସାଇଲୋ ରାସ୍ତାରେ ଗମନା ଗମନରେ ବାଧା ସୃଷ୍ଟି ହୋଇ ଥିଲା । କିଛି ସମୟ ପରେ ସେଠିକାର ଲୋକ ମାନେ ପହଞ୍ଚି ଉଭୟଙ୍କୁ ବୁଝା ସୁଝା କରିବା ପରେ ରାସ୍ତାରୁ ହଟି ଥିଲା ଟ୍ରକ ଏବଂ ବାଇକ । ବାଇକର କ୍ଷତି ପୂରଣ ଦେବା ପାଇଁ ରାଜି ହେବାରୁ ଗାଡ଼ି ଚଳାଚଳ ହୋଇ ଥିଲା।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ବୂତ ଖବର
