ରାୟଗଡ଼ ରେ ନଳନୀକାନ୍ତ ମେମୋରିଆଲ ପଞ୍ଚାୟତ ଭଲିବଲ ଢାବା ନାଇଟ ମେଚ ଟୁର୍ନାମେଣ୍ଟ ଉଦଘାଟିତ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅଫିସ୍ ପାଖରେ ଆଜି ସନ୍ଧ୍ୟା ସାତଟା ବେଳେ ନଳନୀକାନ୍ତ ମେମୋରିଆଲ ପଞ୍ଚାୟତ ଭଲିବଲ ଢାବା ନାଇଟ ମେଚ୍ ଟୁର୍ନା ଲମେଣ୍ଟ ଉଦଘାଟିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ରାୟଗଡ଼ ସରପଞ୍ଚ ସୁଷମା ଶବର ପୁର୍ବତନ ସରପଞ୍ଚ ଦିପ୍ତି ପ୍ରଭାର ଲାଲ ଶବର, ପୁର୍ବ ତନ ସମିତି ମୋଫିଏଲ୍ ସ୍ଵାଲସିଂ 2 ନଂ ୱାଡ଼ ଜିହବା ଛିଞ୍ଚାଣି , ବିଜେପି ର ମଣ୍ଡଳ ସଭାପତି ସୁଶାନ୍ତ ପ୍ରଧାନି, ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥଲେ । ପ୍ରଥମ ଦିନ ଇମାନୁଏଲ ବି ସହିତ ପଦା ସାହିର ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ବେଳେ ଏହି ଖେଳକୁ ପଦ୍ମ ଶ୍ରୀ ଗ୍ରୁପ ଆୟଜନ କରିଥିଲେ ।
