ରାୟଗଡା ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ (ରମେଶ ଅଗ୍ରୱାଲ.:ନିପ୍ର)ସାମାଜିକ ସେବାମୂଳକ ଭାବେ ପାଳିତ ହୋଇଛି। ଏହି ଅବସରରେ ସଂଘର ସଭ୍ୟମାନେ ବୃଦ୍ଧ ଓ ବୃଦ୍ଧାମାନଙ୍କ ସୁଖ-ଦୁଃଖ ବୁଝିବା ସହିତ ସେମାନଙ୍କ ସହ ସମୟ ବିତାଇଥିଲେ। ଏହା ସହିତ ବସ୍ତ୍ର ଓ ଫଳ ବଣ୍ଟନ କରି ସମାଜ ପ୍ରତି ସେବାର ଉଦାହରଣ ସୃଷ୍ଟି କରିଥିଲେ।
