ନା ବାଳିକା ହତ୍ୟା କାଣ୍ଡ ର ସିନ ରିକ୍ରିଏସନ୍ କଲା ପୋଲିସ
କାମାକ୍ଷାନଗର –
କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ର ଛାତ୍ରୀ ଅଙ୍କିତା ପ୍ରିୟଦର୍ଷିନୀ ବାରିକ କୁ ଯେଉଁ ଭଳି ନିର୍ମମ ଭାବେ ଦୁଷ୍କର୍ମ କରି ହତ୍ୟା କରି ଫିଙ୍ଗି ଦେଇଥିଲେ କାମାକ୍ଷାନଗର ସାରୁଆଳି ଜଙ୍ଗଲ ରେ ତାହାର ଆଜି ସିନ ରିକ୍ରିଏସନ କରିଛି ପୋଲିସ l ନା ବାଳିକା ହତ୍ୟାକାରୀ ର ମୁଖ୍ୟ ଆସାମୀ କାମାକ୍ଷାନଗର ବ୍ଲକ୍ ସାମନ୍ତରାପୁର ର ଦୁର୍ଯ୍ୟୋଧନ ପାତ୍ର ଙ୍କ ପୁଅ ଜଗା ଓରଫ ଗଙ୍ଗାଧର ପାତ୍ର
ବୋଲି ସୂଚନା ମିଳିଛି l ଗାଡ଼ିରେ ତିନିଜଣ ଥିଲେ l ଜଣେ ଭାଇ ଓ ଜଣେ ମଉସା ହେବେ ଯାହା ଅଭିଯୁକ୍ତ କହିଛି l ଛାତ୍ରୀ ଜଣଙ୍କୁ ହତ୍ୟା କରି ଆଣି ଫିଙ୍ଗିଲା ପରେ ମୁଣ୍ଡ ପାଖରେ ତାର ବ୍ୟାଗ୍ ଟି ରଖିଲା ସେହି ବ୍ୟାଗ୍ ଟି କଲେଜ ବ୍ୟାଗ୍ କି ହ୍ୟାଣ୍ଡ ବ୍ୟାଗ୍ ଜାଣିନାହିଁ ବୋଲି କହିଛି ଅଭିଯୁକ୍ତ ପୋଲିସ ଆଗରେ l ଘଟଣା କୁ ସ୍ବୀକାର କରିଛି ଓ କିପରି ହତ୍ୟା କାରୀ ଫିଙ୍ଗିଥିଲେ ତାହାର ଡେମୋ ଦେଖାଇଛି l ସେହି ସାରୁ ଆଳୀ ଜଙ୍ଗଲ ମଧ୍ୟରେ ପୋଲିସ ପକ୍ଷରୁ ଘଟଣା କୁ ନେଇ ତଦନ୍ତ ଚାଲିଛି ।
ରିପୋର୍ଟ ଧର୍ମାନନ୍ଦ ସେଠି ଙ୍କ ଖବର
