କଳାହାଣ୍ଡି ଜିଲ୍ଲା କୋକସରା
ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର
ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି anchor, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମାରା ଗ୍ରାମ ପଞ୍ଚାୟତ ବୋବରିଆ ଗ୍ରାମର ଦୋଳ ପୂର୍ଣ୍ଣିମା ଅବସରରେ ମା ଲଙ୍କଶ୍ବରୀ ସଂକିତ୍ତନ୍ ମଣ୍ଡଳୀ ପକ୍ଷରୁ ହୋଉଥିବା ରୁ ଅଷ୍ଟ ପହର୍ ଅଖଣ୍ଡ ନାମଯଜ୍ଞ ପାଇଁ ଆଜି ଅଧିବାସ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଛି।ଆସନ୍ତା କାଳି ନାମ ଆରମ୍ଭ ହେବାସହ ୫ ତାରିଖ ଗୁରୁବାର ପୂଣ୍ଣlହିତ ହୋକୁ ରହିଛି ଆଜି ସ୍ଥାନୀୟ ପୂଜାମଣ୍ଡପରୁ ସଂକୀତ୍ତନ ଦଳ ଘଣ୍ଟଆଳ ଓ ବିଭିନ୍ନ ସାଂସ୍କତିକ ଦଳ ଶହ ଶଧିଦିକ ମହିଳା କଳସ ଶୋଭା ଯାତ୍ରାବାହାରିଥିଲେ। ଚାରୀଖୁଣ୍ଟିଆ ପୋଖରି ପୂଜାର୍ଚ୍ଚନା ପୂଜକ ପୁରନ୍ଧର ଦାସ ସୋଠାରୁ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ ନାମ ଯଜ୍ଞରେ ପୂଜାକର୍ତ୍ତା,ରୋହିତ କୁମାର ମାଝୀ ଓ କସ୍ତରୀ ମାଝୀ ସ଼ହପତ୍ତନୀ ଦାୟତ୍ବ ନିର୍ବାହ କରିଛନ୍ତି।
