*ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୱାର୍ଡ ନମ୍ୱର୍ ୬/୭ ଦେଇ ଯାଇଥିବା ସଡ଼କ ଓସାରି କରଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଏନ୍ ଏ ସି ୱାର୍ଡ ନମ୍ୱର୍ ୬/୭ ଦେଇ ଗୁରୁ ନାମକ ଛକ ଠାରୁ ମହିଳା ଉଚ୍ଚମାଧ୍ୟମିକ କଲେଜ୍ ପର୍ଯ୍ୟନ୍ତ ସଡ଼କ ଇସାରି କରଣ କରିଥିବା ଲକ୍ଷ ଥିବା ବେଳେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଅଛି। ଖଡିଆଳ ଅମିନ , ଖଡିଆଳ ରାଜସ୍ବ ନୀରିକ୍ଷକ ଏନ୍ ଏ ସି ବହୁ କର୍ମଚାରୀ ମାନେ ଯୋଗ ଦେଇ ଜମି ଚିହ୍ନଟ କରିଛି। ସଡ଼କ ଉଭୟ ପାର୍ଶ୍ଵରେ ଜମି ଚିହ୍ନଟ ହୋଇଥିବା ବେଳେ ଆସନ୍ତା ଦିନ ରେ ସଡ଼କ ଓଶାରି କାରଣ ଲକ୍ଷ ଥିବା ପ୍ରକାଶ କରିଛନ୍ତି। ବିଭାଗ ପକ୍ଷରୁ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଆହ୍ବାନ କରିଛନ୍ତି।
